ମେରୁଦଣ୍ଡ ଦିବସ ଅବସରରେ ସନସାଇନ ହସ୍ପିଟାଲରେ ଏକ ଆଲୋଚନ ଚକ୍ର ଅନୁଷ୍ଠିତ ହୋଇଯାଇଛି । ସ୍ନାୟୁ ରୋଗ ଓ ଚିକିତ୍ସାର ଅଗ୍ରଗତି ଦିଗରେ ଏହି ହସ୍ପିଟାଲ ଆଗକୁ ବଢ଼ି ଚାଲିଛି । ଲୋକଙ୍କୁ ଅନ୍ତର୍ଜାତୀୟ ମାନର ସ୍ବାସ୍ଥ୍ୟସେବା ସୁଲଭ ମୂଲ୍ୟରେ ଯୋଗାଇବା ସହ ଆଧୁନିକ ସ୍ନାୟୁ ରୋଗ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସୁବିଧା ମଧ୍ୟ ଉପଲବ୍ଧ ରହିଛି । ଦୂର ଦୂରାନ୍ତରୁ ଆସୁଥିବା ଲୋକଙ୍କୁ ମେରୁଦଣ୍ଡ ଚିକିତ୍ସା ଦେବାରେ ବେଶ ବଡ଼ ଭୂମିକା ଗ୍ରହଣ କରିଛି ସନସାଇନ ।
ସ୍ଵାସ୍ଥ୍ୟ ଖବର ଆହୁରି ପଢନ୍ତୁ ।