ମିନିଷ୍ଟ୍ରି ଅଫ ରୋଡ଼ ଟ୍ରାନ୍ସପୋର୍ଟ ଓ ହାଇୱେର ରିପୋର୍ଟ ଅନୁସାରେ- ପ୍ରତି ଘଣ୍ଟାରେ ୧୬ ଜଣ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି । ଯାହାକୁ ନେଇ ବିଶ୍ୱସ୍ମୃତି ଦିବସ ପାଳିତ ହେଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଡିସିପି ଅନୀଲ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ ଟ୍ରାଫିକ ଏସିପି ଆଶୁତୋଷ ମିଶ୍ର ଯୋଗ ଦେଇ ସଚେତନ କରିଥିଲେ ।
ସଡ଼କ ଦୁର୍ଘଟଣାରେ ମୃତ ଓ ଆହତ ବ୍ୟକ୍ତିଙ୍କ ଉଦେଶ୍ୟରେ ବିଶ୍ୱସ୍ମୃତି ଦିବସ
Download Argus News App
