Be the first to know any news. You will get latest stories and video updates through the day. You can turn them off anytime.
To view this video please enable JavaScript, and consider upgrading to a web browser that supports HTML5 video
ପୁଣି ଘୂର୍ଣ୍ଣିବଳୟ: ୨୬ ତାରିଖ ଯାଏ ପ୍ରବଳ ବର୍ଷା
ରାଇରଙ୍ଗପୁର ବନ ବିଭାଗ ଉଦ୍ଧାର କଲା ରଣା ସାପ
ଅର୍ଗସ ବ୍ୟୁରୋ: ରାଇରଙ୍ଗପୁର ବନ ବିଭାଗ ଦ୍ୱାରା ରଣା ସାପ ଉଦ୍ଧାର ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନାଞ୍ଚଳ ଅଧୀନରେ ଥିବା ଚମ୍ପାବୁଦା ବିଲ ଭିତରେ ମହିଳା ମାନେ ଘାସ ବାଛୁଥିବା ସମୟରେ ଏକ ରଣା ସାପକୁ ପାଇଥିଲେ। ଏହାପରେ ବନ ବିଭାଗକୁ ଖବର ଦେଇ ଥିଲେ। ଖବର ପାଇ ବନବିଭାଗ ସାପଟିକୁ ଉଦ୍ଧାର କରିଥିଲେ। ଉଦ୍ଧାର କରାଯାଇଥିବା ରଣା ସାପଟିକୁ କୁଚେଇବୁଢ଼ି ରିଜର୍ଭ ଫରେଷ୍ଟର
ଭୁବନେଶ୍ଵର ବିଜେଡି ଦଳରେ ବଢୁଛି ଅସନ୍ତୋଷର ନିଆଁ
ଅର୍ଗସ ବ୍ୟୁରୋ: ଭୁବନେଶ୍ଵର ବିଜେଡିରେ ଅଲ୍ ଇଜ୍ ନଟ୍ ଓ୍ଵେଲ୍। ବଢୁଛି ଅନ୍ତଃକନ୍ଦଳ, ଦଳ ଭିତରେ ଫାଟ ଦିଶୁଛି ଜଳଜଳ। ଗତକାଲି ଶଙ୍ଖ ଭବନରେ ହଙ୍ଗାମା ପରେ ଆଜି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଦୁଇ ବିଜେଡି କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ନାରାୟଣ ମହାସୂପକାର। ଅଶୋକ ପଣ୍ଡାଙ୍କ ଚକ୍ରାନ୍ତ ଯୋଗୁଁ ଦଳରେ ବିଶୃଙ୍ଖଳା ବଢୁଥିବା ଉଭୟ ନେତା ଅଭିଯୋଗ କରିଛନ୍ତି