ପଞ୍ଜାବ କିଙ୍ଗ୍ସ ପ୍ଲେଇଙ୍ଗ୍ ୧୧ରେ ଶିଖର ଧାୱନ (ଅଧିନାୟକ), ଜୋନି ବେୟାରଷ୍ଟୋ, ଲିଆମ୍ ଲିଭିଙ୍ଗଷ୍ଟୋନ୍, ସାମ୍ କୁରନ୍, ଜିତେଶ ଶର୍ମା (ୱିକେଟ୍ କିପର), ଶଶାଙ୍କ ସିଂ, ହରପ୍ରୀତ ବରାର, ହର୍ଷଲ ପଟେଲ, କାଗିସୋ ରାବାଡା, ରାହୁଲ ଚହର, ଅର୍ଶଦୀପ ସିଂ ରହିଛନ୍ତି ।
ଅଧିକ ପଢନ୍ତୁ ଖେଳ ଖବର
ସେହିପରି ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍ ପ୍ଲେଇଙ୍ଗ୍ ୧୧ରେ କ୍ୱିଣ୍ଟନ୍ ଡି କକ୍ (ୱିକେଟ କିପର), କେ.ଏଲ୍ ରାହୁଲ, ଦେବଦତ୍ତ ପାଦିକ୍କଲ, ଆୟୁଷ ବାଦୋନି, ନିକୋଲସ୍ ପୁରନ୍ (ଅଧିନାୟକ), ମାର୍କସ୍ ଷ୍ଟୋଇନିସ୍, କ୍ରୁନାଲ ପାଣ୍ଡ୍ୟା, ରବି ବିଶ୍ନୋଇ, ମୋହସିନ୍ ଖାନ୍, ମାୟଙ୍କ ଯାଦବ, ମଣିମାରନ ସିଦ୍ଧାର୍ଥ ରହିଛନ୍ତି।