Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live
P
ସ୍ଟାଫ ରିପୋର୍ଟର · ଅର୍ଗସ ନ୍ୟୁଜ

Priyadarshini Dixit

ଅର୍ଗସ ନ୍ୟୁଜ ପାଇଁ ବ୍ରେକିଂ ନ୍ୟୁଜ, ରାଜନୀତି, ଅନୁସନ୍ଧାନ ଓ ଗଭୀର ରିପୋର୍ଟ ପ୍ରସ୍ତୁତ କରୁଥିବା ବରିଷ୍ଠ ସାମ୍ବାଦିକ।

42
ଆର୍ଟିକିଲ୍
8
ବିଷୟ

ସମସ୍ତ ଆର୍ଟିକିଲ୍

42 ଟି ମଧ୍ୟରୁ 12
ବିଶ୍ବର ସବୁଠାରୁ ବ୍ୟୟବହୁଳ ବାହାଘର,  ଯେଉଁଥିରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା
National

ବିଶ୍ବର ସବୁଠାରୁ ବ୍ୟୟବହୁଳ ବାହାଘର,  ଯେଉଁଥିରେ ଖର୍ଚ୍ଚ ହୋଇଛି ୪୯୧ କୋଟି ଟଙ୍କା

ଫିଚର୍ଡ
ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା,ଡ଼ଙ୍ଗା ତିଆରିରେ ଲାଗିଛନ୍ତି ମାଳି ପରିବାର
Odisha

ରାତି ପାହିଲେ କାର୍ତ୍ତିକ ପୂର୍ଣ୍ଣିମା,ଡ଼ଙ୍ଗା ତିଆରିରେ ଲାଗିଛନ୍ତି ମାଳି ପରିବାର

ଧର୍ମ ର ମାସ କାର୍ତ୍ତିକ l କାର୍ତ୍ତିକ ପୂର୍ଣ୍ଣମୀରେ ଭୋର ଭୋରୁ ଓଡ଼ିଆ ମାନେ ପରମ୍ପରା ଅନୁଯାୟୀ ଡ଼ଙ୍ଗା ଭସାଇ ଆସୁଛନ୍ତି । ସାଧବ ପୁଅ ମାନେ ସୁଦୂର ଦରିଆ ପାର ହୋଇ ଜାଭା ସୁମାତ୍ରାକୁ ବଣିଜ ନିମନ୍ତେ ବାହାର ଦେଶକୁ ଯାଉଥିଲେ ।

2y ago
ଟ୍ରେନ୍ ଭିତରେ ସିନେମା ଥିଏଟରର ମଜା ନେଲେ ଯାତ୍ରୀ
National

ଟ୍ରେନ୍ ଭିତରେ ସିନେମା ଥିଏଟରର ମଜା ନେଲେ ଯାତ୍ରୀ

ଅଞ୍ଜଳୀ ସିଂ ନାମକ ଜଣେ ଯାତ୍ରୀ ଯିଏକି ଜଣେ ବ୍ଲଗର ମଧ୍ୟ ସେ ଯାତ୍ରୀ ମାନଙ୍କୁ ଏଣ୍ଟରଟେନ କରିବାପାଇଁ ଏକ ପ୍ରୋଜେକ୍ଟର ସାହାଯ୍ୟରେ ନିଜ ଫୋନ ସହିତ କନେକ୍ଟ କରି ଏକ ଫିଲ୍ମ ଚଲାଇଥିଲେ।

2y ago
ଇନଷ୍ଟାଗ୍ରାମ ରିଲ୍ ଏବେ ଯେତେବେଳେ ଚାହିଁବେ ସେତେବେଳେ ଡାଉନଲୋଡ୍ ହେବ
National

ଇନଷ୍ଟାଗ୍ରାମ ରିଲ୍ ଏବେ ଯେତେବେଳେ ଚାହିଁବେ ସେତେବେଳେ ଡାଉନଲୋଡ୍ ହେବ

ଇନଷ୍ଟାଗ୍ରାମ ରିଲ୍ ଏବେ ଯେତେବେଳେ ଚାହିଁବେ ସେତେବେଳେ ଡାଉନଲୋଡ୍ ହେବ । ଆଉ ଏଥିପାଇଁ କୌଣସି ଥାର୍ଡ ପାର୍ଟି ଆପ୍ ବ୍ୟବହାର କରିବାକୁ ପଡିବ ନାହିଁ। ଏଥିପାଇଁ ଇନଷ୍ଟାଗ୍ରାମ ଏକ ନୁଆ ଫିଚର ଶୀଘ୍ର ଆଣିବାକୁ ଯାଉଛି।

2y ago
ନେପାଳରେ ପାଳିତ ହୁଏ କୁକୁର ପର୍ବ
National

ନେପାଳରେ ପାଳିତ ହୁଏ କୁକୁର ପର୍ବ

ବିଶ୍ବରେ ଏମିତି ଏକ ଦେଶ ଅଛି ଯେଉଁଠାରେ ଦୀପାବଳୀ ସମୟରେ କୁକୁରଙ୍କୁ ପୂଜାର୍ଚ୍ଚନା କରାଯାଏ। ଆପଣ ପୂର୍ବରୁ ଏହା କେବେ ଶୁଣି ନ ଥିବେ। ଏହାକୁ କୁକୁର ପର୍ବ ବୋଲି କୁହାଯାଇଥାଏ। 

2y ago
କନ୍ଧମାଳ ବିଜେପି ପକ୍ଷରୁ ବାଲିଗୁଡ଼ା ବ୍ଲକ ଘେରାଉ
Odisha

କନ୍ଧମାଳ ବିଜେପି ପକ୍ଷରୁ ବାଲିଗୁଡ଼ା ବ୍ଲକ ଘେରାଉ

ଶହ ଶହ ବିଜେପି ନେତା ଓ କର୍ମୀ କନ୍ଧମାଳ ବିଜେପି ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ବରେ ଏକ ବିଶାଳ ରାଲି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ଆସି ବାଲିଗୁଡ଼ା ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ

2y ago
କୋଟା କୋଚିଂ ସେଣ୍ଟରରେ ପ୍ରତିବନ୍ଧକ ଲଗାଯିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
National

କୋଟା କୋଚିଂ ସେଣ୍ଟରରେ ପ୍ରତିବନ୍ଧକ ଲଗାଯିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

କୋଟା କୋଚିଂ ପ୍ରତିଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଯିବା ଉପରେ ସୁପ୍ରିମକୋର୍ଟ ମନ୍ତବ୍ୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ  ଛାତ୍ର ଆତ୍ମହତ୍ୟା ପାଇଁ କୋଟା କୋଚିଂ ପ୍ରତିଷ୍ଠାନ ଦାୟୀ ନୁହେଁ ।

2y ago
ଜମୁଛି ବାସୁଦେବପୁରର ଗଣପର୍ବ ପ୍ରସିଦ୍ଧ ମା' ଶ୍ୟାମାକାଳୀଙ୍କ ପୂଜା
Odisha

ଜମୁଛି ବାସୁଦେବପୁରର ଗଣପର୍ବ ପ୍ରସିଦ୍ଧ ମା' ଶ୍ୟାମାକାଳୀଙ୍କ ପୂଜା

ଜମୁଛି ବାସୁଦେବପୁରର ପ୍ରସିଦ୍ଧ ଗଣପର୍ବ କାଳୀପୂଜା ।  ୧୦ଦିନ ଧରି ଧୁମଧାମରେ ପାଳନ ହେଉଛି ଏହି ପୂଜା।  ହଜାର ହଜାର ଲୋକଙ୍କ ସମାଗମ ସାଙ୍ଗକୁ ସନ୍ଧ୍ୟାରେ ବିଭିନ୍ନ ପୂଜା ମଣ୍ଡପରେ ଲାଗୁଛି ଭିଡ଼ ।  

2y ago
ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ବିଜେପି ପକ୍ଷରୁ ବ୍ଲକ ଘେରାଉ ,ଆସିଲେନି ବିଡିଓ ଫେରିଆସିଲା ବିଜେପି ପ୍ରତିନିଧି ଦଳ
Odisha

ଦୁର୍ନୀତି ଭ୍ରଷ୍ଟାଚାର ବିରୋଧରେ ବିଜେପି ପକ୍ଷରୁ ବ୍ଲକ ଘେରାଉ ,ଆସିଲେନି ବିଡିଓ ଫେରିଆସିଲା ବିଜେପି ପ୍ରତିନିଧି ଦଳ

ବିଜେପି ରାଜ୍ୟ ସଭାପତିଙ୍କ ଆହ୍ୱାନ କ୍ରମେ ସମଗ୍ର ରାଜ୍ୟର ୩୧୪ ବ୍ଲକରେ ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ବିରୁଦ୍ଧରେ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଅନୁଷ୍ଠିତ ଜାରି ରହିଛି।

2y ago