Prime Odisha @ 7 Pm
1907 results found for "Puri"

ସ୍ନାନଯାତ୍ରା ପରେ ମହାପ୍ରଭୂଙ୍କ ଶ୍ରୀଅଙ୍ଗରେ ଖଇଫୁଟା ତାତି
ଅର୍ଗସ ବ୍ୟୁରୋ : ମହାପ୍ରଭୁଙ୍କୁ ଜ୍ବର । ୨୧ ଦିନର ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନ ଯାତ୍ରା, ପରେ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନଯାତ୍ରା କରି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଜ୍ବରର ଖଇଫୁଟା ତାତି । ସାଆନ୍ତଙ୍କୁ ସୁସ୍ଥ କରିବା ପାଇଁ ଆରମ୍

ପତି ପତ୍ନୀଙ୍କ ସମେତ ଆଖି ବୁଜିଲେ ୩ ଜଣ
ଅର୍ଗସ ବ୍ୟୁରୋ : ପୁରୀ ଓମକାରେଶ୍ୱର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ପତି ପତ୍ନୀଙ୍କ ସମେତ ଆଖି ବୁଜିଲେ ୩ ଜଣ । ନିର୍ବନ୍ଧରେ ଯୋଗ ଦେବାକୁ ଆସି ସବୁଦିନ ପାଇଁ ନିରବୀ ଗଲେ ଛତ୍ରପୁରର ୫୫ ବର୍ଷୀୟ ସତ୍ୟନାରାୟଣ ଦାସ ଓ ତାଙ୍କ ପତ୍ନୀ ୫

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ, ଦୁଇ ଗିରଫ
ପୁରୀ: ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ତୁଳସିପୁର ପଞ୍ଚାୟତର ପଥରପଦା ଗ୍ରାମରେ ଜମିବାଡ଼ି ବିବାଦକୁ ନେଇ ଦୁଇ ଦିନ ତଳେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି । ଯାହା ଫଳରେ କି ଦୁଇଜଣ

ଅଲାରନାଥ ପୀଠରେ ଆଜିଠୁ ଅଣବସର ଦର୍ଶନ
ପୁରୀ: ବ୍ରହ୍ମଗିରି ଅଲାରନାଥ ପୀଠରେ ଆଜିଠୁ ଅଣବସର ଦର୍ଶନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବାକୁ ସକାଳୁ ସକାଳୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଲାଗିଛି। ଭୋର ୪ଟାରୁ ଦ୍ବାର ଫିଟାଯିବା ପରେ ମନ୍ଦିରର ସମସ୍

108 ଗରା ସୁବାସିତ ଜଳରେ ସ୍ନାନ ପରେ ଶ୍ରୀଜିଉଙ୍କୁ ଜ୍ବର
ପୁରୀ: 108 ଗରା ସୁବାସିତ ଜଳରେ ସ୍ନାନ ପରେ ଶ୍ରୀଜିଉଙ୍କୁ ଜ୍ବର। ଆଜିଠୁ ଅନବସର ପିଣ୍ଡିରେ ସେବାୟତଙ୍କ ଦ୍ବାରା ଚାଲିବ ମହାପ୍ରଭୁଙ୍କ ଗୁପ୍ତସେବା। ଅଣସର ଘରେ ଅସୁସ୍ଥ ଶ୍ରୀଜିଉଙ୍କ ବିଜେ ପରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ

ଚାଲିଛି ଚତୁର୍ଦ୍ଧାମୁରତିଙ୍କ ମହାସ୍ନାନ
ପୁରୀ: ପବିତ୍ର ସ୍ନାନପୂର୍ଣ୍ଣିମାରେ ଦୁଇ ଦୁଇଟି ଅଘଟଣ । ରାଜସ୍ଥାନରୁ ଜଣେ ଭକ୍ତ ସ୍ନାନଯାତ୍ରା ଦେଖିବାକୁ ଆସିଥିବାବେଳେ ମୁଣ୍ଡ ବୁଲାଇବାରୁ ସେ ହଠାତ୍ ପଡ଼ିଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା ଦେବା ପରେ ବି ତାଙ୍କର ମୃତ୍ୟ

ଲହଡାରେ ଭାସିଗଲେ ରାଜସ୍ଥାନର 14 ବର୍ଷୀୟ ଯୁବକ
ପୁରୀ: ସମୁଦ୍ରରେ ବୁଡି ଜଣେ ମୃତ। ସେକ୍ଟର 7 ଚୈତନ୍ୟ ଛକ ସମ୍ମୁଖ ବେଳାଭୂମିରେ ସ୍ନାନ କରିବା ସମୟରେ ଏକ ବଡ ଲହଡାରେ ଭାସିଗଲେ ରାଜସ୍ଥାନର 14 ବର୍ଷୀୟ ଯୁବକ ଦିଲରାଜ ଚାନ୍ଦ।
ତୁରନ୍ତ ଲାଇଫଗାର୍ଡଙ୍କ ତରଫରୁ ଉଦ୍ଧାର ପରେ ସଦର ମୁଖ୍

କଲୋମ୍ବିଆର ଜଣେ ଅଣ ହିନ୍ଦୁ ଶ୍ରୀମନ୍ଦିର ଭିତରେ କଲେ ପ୍ରବେଶ
ଅର୍ଗସ ବ୍ୟୁରୋ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା। ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ ହୁଏ ଦେବସ୍ନାନ ପୂର୍ଣ୍ଣିମା। ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ ଚତୁର୍ଦ୍ଧା ମୂର୍ତ୍ତି ଜଳ ସ୍ନା

ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିବେ ମହାବାହୁ
ପୁରୀ: ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା । ସେଥିପାଇଁ ସଜେଇ ହୋଇଛି ସ୍ନାନବେଦୀ । ଆଉ କେଇ ଘଣ୍ଟା ପରେ ଚତୁର୍ଦ୍ଧାବିଗ୍ରହ ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିବେ । ଭକ୍ତମୟ ପରିବେଶରେ ସ୍ନାନଯାତ୍ରା ହେବାକୁ ଥିବାରୁ ପ୍ରଶାସ

ଟ୍ୱିଟ କରି ସୂଚନା ଦେଲେ ପୁରୀ ଏସ୍ପି
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଓ କୋଣାର୍କରୁ ଆସୁଥିବା ନିୟମିତ ଯାତ୍ରୀବାହୀ ବସ୍ ଗୁଡିକର ମ୍ୟୁନିସିପାଲିଟି ବସଷ୍ଟାଣ୍ଡକୁ ପ୍ରବେଶ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ଭୁବନେଶ୍ୱର ଓ କୋଣାର୍କ ବ୍ୟତୀତ ଅନ୍ୟ ସ୍ଥାନରୁ ଆସୁଥିବା ବସକୁ ସେମାନଙ୍

108 ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି
ଅର୍ଗସ ବ୍ୟୁରୋ: ଆଉ ଦିନକପରେ ଅର୍ଥାତ ଆସନ୍ତା 4 ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। 108 ଗଡୁ ସୁବାସିତ ଜଳରେ ପ୍ରତ୍ୟକ୍ଷ ଦିବ୍ୟସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନଯାତ୍ରା ପାଇଁ ଏବେ ଶ୍ରୀମନ୍ଦିରରେ ପ୍ରସ୍ତୁତି ଆରମ୍

କଳା ସାଆନ୍ତଙ୍କୁ ନେଇ ଶ୍ରୀ ଯୁକ୍ତ ଶ୍ରୀକ୍ଷେତ୍ର
ଅର୍ଗସ ବ୍ୟୁରୋ : କଳା ସାଆନ୍ତଙ୍କୁ ନେଇ ଶ୍ରୀ ଯୁକ୍ତ ଶ୍ରୀକ୍ଷେତ୍ର । ନୀତି ଓ ସଂସ୍କୃତିର ଠାକୁର ବିଶ୍ୱନିଅନ୍ତା ସେ । ସେ ଅବତାର ପୁଣି ଅବତାରୀ । କଳିଯୁଗରେ ତାଙ୍କର ମାନବୀୟ ଲୀଳା ଆଉ ମାନବ ପରୀ ସମସ୍ତ ନୀତିକାନ୍ତି ତାଙ୍କରି । ମାନବ ପର