ଗଞ୍ଜାମରେ ସଙ୍ଗୀନ ସ୍ଥିତି । ସିଲ ହେଲା ଗଞ୍ଜାମ-ଖୋର୍ଦ୍ଧା ପ୍ରବେଶ ପଥ । ହଟସ୍ପଟ ଅଞ୍ଚଳରୁ କୌଣସି ବ୍ୟକ୍ତି ଭୁବନେଶ୍ୱର ଆସିପାରିବେ ନାହିଁ । ଗଞ୍ଜାମରେ ଦିନକୁ ଦିନ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି ସଂକ୍ରମଣ, ଖସୁଛି ନିୟନ୍ତ୍ରଣ । ରାଜ୍ୟପାଇଁ ଏବେ ହଟସ୍ପଟ ପାଲଟିଛି ଗଞ୍ଜାମ ....
#TheArgus #OdishaNews #Corona_Positive