#ନ୍ୟାୟ_ମିଳୁ_ନଚେତ_ଆମକୁ_ଇଚ୍ଛା_ମୃତ୍ୟୁ_ଦିଆଯାଉ ।
ଏସିଏଫ ସୌମ୍ୟ ରଂଜନ ମୃତ୍ୟୁ ମାମଲାରେ ଯଦି ନ୍ୟାୟ ନ ମିଳିବ ତେବେ ଆମକୁ ଇଚ୍ଛା ମୃତ୍ୟୁ ଦିଆଯାଉ । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି, ତାଙ୍କୁ ଆଉ ତାଙ୍କ ପତ୍ନୀଙ୍କୁ ଇଚ୍ଛା ମୃତ୍ୟୁ ମିଳୁ । ଆଉ ବଂଚିବାକୁ ଚାହୁଁନାହାନ୍ତି ସେ । କାରଣ ନା ପୋଲିସ ପାଖରୁ , ନା କ୍ରାଇମ ବ୍ରାଂଚ ପାଖରୁ କେଉଁଠି ବି ମିଳିଲାନି ନ୍ୟାୟ ।
#ACFDeathCase #SoumyaRanjan #SoumyamurderCase #Gajapati #DFO #OdishaPolice #CrimeBranch #ArgusNews #Odisha