ସତେଜ ସକାଳରେ ଆଜିର ଅତିଥି ସଙ୍ଗୀତ ନିର୍ଦ୍ଦେଶକ ସୁରେଶ ପଣ୍ଡା । ସେ ଏକାଧାରରେ ଗୀତିକାର ଆଉ ଲେଖକ ମଧ୍ୟ । ଅନେକ ସୁପରହିଟ୍ ଓଡ଼ିଆ ଆଲବମ୍, ଭଜନରେ ନିର୍ଦ୍ଦେଶନା ଦେଇଛନ୍ତି । ଆଖି ପଲକରେ ତୁ, ବନ୍ଧୁତାକୁ ଡାକି ଦିନେ ପଚାରିଲା ପ୍ରେମ, ରେ କୋଠ ଭୋଗି ଭଳି ଅନେକ ଗୀତରେ କାମ କରିଛନ୍ତି ।
#Satejsakala #Guest #musicdirector #SureshPanda #ArgusNews