ରାଜ୍ୟରେ ସର୍ବାଧିକ ମୁଣ୍ଡ ନେଉଛି ଏହି ପ୍ରାକୃତିକ ବିପର୍ଯ୍ୟୟ । କାରଣ ଗତ ୫ ବର୍ଷରେ ଦେଶରେ ସର୍ବାଧିକ ଜୀବନ ଯାଇଛି ଓଡ଼ିଶାର । ଶହେ କି ୨ ଶହ ନୁହେଁ ବରଂ ୧୧୦୩ ଜଣଙ୍କ ଜୀବନ ନେଇଛି ବଜ୍ରପାତ ।