#ବିଜେପିର_କୋର_ଟିମ୍
17 ସଦସ୍ୟ ବିଶିଷ୍ଚ ଏଇ ଟିମ୍ ସଫଳ କରିବ କି ମିଶନ୍ ପୂର୍ବୋଦୟର I ରାଜ୍ୟ ସଭାପତି ସମୀର ମହାନ୍ତି 3 କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବୀନୀ ବୈଷ୍ଣବ ଓ ବିଶ୍ବେଶ୍ବର ଟୁଡୁ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ ସମେତ ଦଳର ଅନେକ ପୂର୍ବତନ ରାଜ୍ୟ ସଭାପତି ମହିଳା ନେତ୍ରୀ ସୁରମା ପାଢୀ ତଥା କେନ୍ଦ୍ରୀୟ ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଆଦି ସାମିଲ୍ I
#BJP #DharmendraPradhan Narendra Modi #Odisha #Election #ArgusNews