|| ଦୟଣା ତୁଳସୀ ବାସୁଥାଉ, ଆଖିକୁ ଶ୍ରୀମୁଖ ଦିଶୁଥାଉ ||
|| ଗରୁଡ ପଛରେ ଠିଆ ହେଉ ହେଉ, ଆପେ ଆପେ ହାତ ଉଠିଯାଉ ||
|| ଏହି ଭାଗ୍ୟ ଦିଅ ମହାବାହୁ, ତୁମରି ଆଖିରେ ଆଖି ମିଶିଗଲେ ଲୁହ ଦୁଇ ଟୋପା ବହି ଯାଉ ||
#ArgusNews #MangalaAlati #ଜୟ_ଜଗନ୍ନାଥ #JayJagannath #devotees #worship #lordjagannath #puri #darshan #Odisha