କଶ୍ମୀରରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା । ଦକ୍ଷିଣ କଶ୍ମୀରର ଦୁଇଟି ସ୍ଥାନରେ ଚାଲିଥିବା ଏନକାଉଣ୍ଟରରେ ୨୪ ଘଣ୍ଟାରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କୁଲଗାମ ଓ ପୁଲୱାମାରେ ହୋଇଥିବା ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଛନ୍ତି ।
#ArgusNews #ArgusUpdate #National #Kashmir #Securityforces #Terroist