ଘର ଭଡା ଓ ଘର ଛାଡିବାକୁ ନେଇ ଉଗ୍ର ହେଲା ବିବାଦ । ଜରା ନିବାସରୁ ଜରାଙ୍କୁ ଆଣି ଟେଣ୍ଟରେ ରଖିଲେ ଘର ମାଲିକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲାରେ । ତାଳଚେର ବ୍ଲକ ଅନ୍ତର୍ଗତ ଘଂଟାପଡ଼ା ପଂଚାୟତ ବାଘମରାରେ ଥିବା ଶ୍ରୀ ସାଇନାଥ ଜରା ଶ୍ରମରେ ଘଟିଛି ଏହି ହୃଦୟ ବିଦାରକ ଦୃଶ୍ୟ ।
#ArgusNews #ArgusNewsTv #Odisha #Angul #Talcher #NGO #Oldagehome