ପୁଣି ଘରୋଇ ହସ୍ପିଟାଲର ଦାଦାଗିରି । ଦେଢ଼ ଲକ୍ଷ ଟଙ୍କା ପାଇଁ ବନ୍ଧା ପଡିଛି ଶବ। 18 ବର୍ଷୀୟ ବାଳକ ସୁବାସ ନାୟକର ଶବ ବନ୍ଧା ପଡିଛି । ନୀଳାଚଳ ହସ୍ପିଟାଲରେ ଦେଢ଼ ଲକ୍ଷ ଟଙ୍କା ନଦେଲେ ଶବ ନଦେବାକୁ ଜିଦ ଧରୁଛି ହସ୍ପିଟାଲ ।
#ArgusNews #Odisha #ArgusUpdateNews #Bhubaneswar #hospitalissue