ବିଳମ୍ବିତ ରାତିରେ ନୟାଗଡ଼ PWD ଲେନରେ STF ଟିମର ଚଢ଼ାଉ । ଚଢ଼ାଉବେଳେ ଗୋଟିଏ ଘରୁ 4 କିଲୋଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର ଜବତ ହୋଇଛି । ଅଭିଯୁକ୍ତ STF ଟିମକୁ ଚକମା ଦେଇ ଫେରାର ହୋଇଯାଇଥିବା ସୂଚନା ।
#nayagarh #STF #brownsugar #seized #alleged #ammunition #raid #ArgusNews