ବାପା ମାଆଙ୍କୁ ହାଣୀ ପୁଅ ଫେରାର । ସାଧାରଣ ଜମିବାଡ଼ି ବିବାଦରୁ ବାପା ମାଆଙ୍କୁ ହାଣିଲା ପୁଅ । ପୁଅର ମରଣାନ୍ତକ ଆକ୍ରମଣରେ ଲହୁଲୁହାଣ ହେଲେ ବାପା ମାଆ । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ନୟାଗଡ଼ ସଦର ଥାନା ଅନ୍ତର୍ଗତ ବରପଲ୍ଲୀ ଗାଁରୁ ।
#ArgusNews #ArgusUpdate #Odisha #Nayagarh #Attack