ରାଜଧାନୀରେ ଡରାଉଛି ଡେଙ୍ଗୁ । ସହରରେ କରୋନା କମିନଥିବା ବେଳେ ଏବେ ଡେଙ୍ଗୁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗତକାଲି ଆଉ ୪୬ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୮୭୭କୁ ବୃଦ୍ଧି ପାଇଛି।
#ArgusNews #ArgusUpdate #Odisha #Bhubaneswar #Dengue