|| Argus Update News 2 pm ||
- ସମ୍ପାଦକୀୟ ଲେଖାରେ ନବୀନଙ୍କ ଲୋକପ୍ରିୟତାର ପୋଲ୍ ଖୋଲିଲେ ସୌମ୍ୟରଞ୍ଜନ ପଟ୍ଟନାୟକ
- ରାଜ୍ୟରେ ନକଲି ଔଷଧ କାରବାର ଘଟଣା
- ନାବାଳକ ଚା ଦୋକାନୀକୁ ପୋଲିସର ଗୋଇଠା
- ମହାମାରୀ ଲଢ଼େଇରେ ପିଲାଙ୍କୁ ସୁରକ୍ଷା ଦେବ ଜାଇକୋଭ-ଡି
- କଣ୍ଟ ପୁରିଲା, ମଣ୍ଡିରୁ ଉଠିଲାନି ଧାନ
- କରୋନା କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ଆଇଡି ମାର୍କେଟ ସ୍ଥିତ ବିଶାଲ ମଲ୍ ସିଲ୍
- ଆଜି ଜାତୀୟ ଡାକ୍ତର ଦିବସ
#ArgusNews #ArgusNewsTV #Odisha #ArgusUpdate