ଯାଆଁଳା ଫାଣ୍ଡିରୁ କଙ୍କାଳ ଜବତ ଘଟଣା । ଡିଏନଏ ଟେଷ୍ଟ ପାଇଁ ଫରେନସିକ ଲ୍ୟାବକୁ ଗଲା କଙ୍କାଳର କିଛି ଅଂଶ। ଦାନ୍ତ, ହାଡ଼, ବାଳ ଫରେନସିକୁ ପଠାଯାଇଥିବା ସୂଚନା ମିଳିଛି। ମହିଳାଙ୍କ ପାଖରୁ ମିଳିଥିବା ସାମଗ୍ରୀର ଫଟୋ ସମସ୍ତ ଥାନାକୁ ପଠାଇବ କମିଶନରେଟ ପୋଲିସ...
#ArgusNews #ArgusUpdate #Odisha #Skeleton #Forensic_Lab