ବ୍ରହ୍ମପୁରରେ ଜୁଆ ଆଡ୍ଡା ଉପରେ ଚଢାଉ । ସଦର ଥାନା ପୋଲିସ ପକ୍ଷରୁ ଆମ୍ବଗଡ଼ରେ ଚାଲିଥିବା ଏକ ଜୁଆଆଡ୍ଡାରେ ଚଢ଼ଉ କରି ପୋଲିସ ୮ଜଣ ଜୁଆଡିଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ 27ହଜାରରୁ ଉର୍ଦ୍ଧ୍ୱ ଟଙ୍କା, ମୋବାଇଲ ଓ 4ଟି ସ୍କୁଟି ଜବତ କରାଯାଇଛି ...
#ArgusNews #Odisha #ArgusUpdate