କଟକ ସହରରେ ଗଢି ଉଠୁଥିବା ବେଆଇନ୍ କଲ୍ୟାଣ ମଣ୍ଡପ ମାମଲାର ରାୟ ଶୁଣାଇଲେ ହାଇକୋର୍ଟ। ସହରରେ କେତେ କଲ୍ୟାଣ ମଣ୍ଡପ କାର୍ଯ୍ୟକ୍ଷମ ରହିଛି ସେ ନେଇ ତିନି ଦିନ ଭିତରେ ହାଇକୋର୍ଟରେ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି....
#ArgusNews #Odisha #ArgusUpdate