ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓଙ୍କ ବିସ୍ଫୋରକ ବୟାନ । DFO ସଂଗ୍ରାମ ବେହେରାଙ୍କ ଉପରେ ଉପର ମହଲାରୁ ଆଶୀର୍ବାଦ ରହିଛି । ଏବଂ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏ ଖବର ଆମେ ପଠାଇଛୁ । ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି ।
#ACFDeathCase #ParalakhemundiACF #ACFDeathOdisha #Soumyaranjan #Bidyabharti #ACFMurder #Gajapati #DFO #gajapatimla #knarayanrao #ArgusNews #Odisha