ମାଡ଼ିଆସୁଛି ବାତ୍ୟା ଗୁଲାବ । ମଧ୍ୟରାତ୍ରିରେ ଦକ୍ଷିଣ ଓଡ଼ିଶା ନିକଟରେ ଛୁଇଁବ ସ୍ଥଳଭାଗ । ରାତି ୯ଟା ପରେ ଆରମ୍ଭ ହେବ ଲ୍ୟାଣ୍ଡଫଲ । ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ପାଇଁ ସତର୍କ ସୂଚନା ଜାରି । ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ।
#CycloneGulab #cyclone #heavyrainfall #Storm #Landfall #Odisha #ArgusNews