ନୀଳଗିରି ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଅଲୋକିକରଣ ସହ ସହରକୁ ସରସ ସୁନ୍ଦର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗ୍ରୀନ ଫିଲଡ଼ ଯୋଜନାରେ ଅଢେଇ କୋଟି ଟଙ୍କାର ବ୍ୟୟ ଅଟକଳରେ ଖୁଣ୍ଟି ପୋତା ସହ ତାର ଟଣାଯାଇଥିଲା । ମାତ୍ର 6ମାସ ବିତିଯାଇଥିଲେ ମଧ୍ୟ ଜଳୁନି ଲାଇଟ ।...
#TheArgus #Odishanews #Light_Problem #Balasore