୨୪ ଘଣ୍ଟା ଚଳଚଞ୍ଚଳ ରହୁଥିବା ଝାରସୁଗୁଡ଼ା ଧୀରେ ଧୀରେ କରୋନା କାୟା ବିସ୍ତାର କରୁଛି । ଆଜି ଜିଲ୍ଲାରେ ୨୦୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୪୨ ସକ୍ରିୟ ରୋଗୀ କୋଭିଡ଼ ହସ୍ପିଟାଲ , କୋଭିଡ଼ କେୟାର ସେଣ୍ଟର ଓ ହୋମ ଆଇସୋଲେସନ ରେ ରହି ଚିକିତ୍ସିତ ହେଉଛନ୍ତି ....
#Argusnews #Odisha #Jharsuguda #Covid19_Effect