ସେଦିନର ଚର୍ଚ୍ଚିତ୍ ଚେହେରା ଆଜି ଅବହେଲିତ। ବର୍ଷେ ତଲେ ଚର୍ଚ୍ଚା କେ ଆସିଥିଲେ ବିରଜୁ । ଆମେ କହୁଛୁଁ ବିରୁଜୁ କୁଲ୍ଲୁଙ୍କର କଥା। ଯିଏ ବିନା ଦୋଷରେ ପାକିସ୍ତାନ୍ ଜେଲନେ 25 ବର୍ଷ ସଜା କାଟିକରି ଗଲା ନଭେମ୍ୱରନେ ଘରକେ ଫେରିଥିଲେ।
#ArgusNews #Odisha #Sundargarh #Birjukullu #AbahelitaBirjukullu