|| Headlines 10 am ||
- ରାଜ୍ୟରେ କରୋନା ମୃତ୍ୟୁରେ ଲାଗୁନି ବ୍ରେକ୍…
- ଅଲିମ୍ପିକ୍ସର ବ୍ୟାଡମିଣ୍ଟନ କୋର୍ଟରୁ ଖୁସି ଖବର...
- ବରିଷ୍ଠ ବିଜେପି ନେତା ବାସବରାଜ ବୋମାଇ ହେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ
- ପିପିଲିର ସ୍ବପ୍ନେଶ୍ବର ମନ୍ଦିର ଓ ରତ୍ନଚିରା ଉପତ୍ୟକା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିନ୍ତା
- ଅକ୍ସିଜେନ ଅଭାବରୁ ସଂକ୍ରମିତଙ୍କ ମୃତ୍ୟୁ ନେଇ ତଥ୍ୟ ମାଗିଲା କେନ୍ଦ୍ର
- କରୋନା ପରେ ରାଜଧାନୀବାସୀଙ୍କ ପାଇଁ ଚିନ୍ତା ବଢାଇଛି ଡେଙ୍ଗୁ
- ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି
- ଆଜି ବିଶ୍ବ ହେପାଟାଇଟିସ୍ ଦିବସ
#ArgusNews #ArgusNewsTV #Odisha #Headlines