Headlines@ 10 am | 4 Feb 2022 | Argus News
+ ରାଜ୍ୟରେ 3 ହଜାର ତଳେ ଦୈନିକ ସଙ୍କ୍ରମଣ
+ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀଙ୍କ ପୁତୁରା ଗିରଫ
+ ଢେଙ୍କାନାଳ ତୁମୁସିଙ୍ଗା ମହୁଲଡଗରରେ ହାତୀ ଆତଙ୍କ
+ ସକ୍ରିୟ ପଶ୍ଚିମା ଝଡ଼ର ପ୍ରଭାବରେ ଓଡ଼ିଶାରେ ବର୍ଷିବ
+ ପ୍ରବଳ ବର୍ଷା ଯୋଗୁ ଅଭୟାରଣ୍ୟ ବନ୍ଦ
+ ରାଜ୍ୟର ବରିଷ୍ଠ ନେତୃତ୍ବ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଭର୍ଚ୍ଚୁଆଲ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାମର୍ଶ
+ ସୋସିଆଲ ମିଡିଆରେ ଧମାଲ ମଚାଉଛି ଧୋନିଙ୍କ ନୂଆ ଅବତାର
#headlines10am #covid19 #elephantterror #DharmendraPradhan #ArgusNews