Headlines 11 am
+ମମିତା ହତ୍ୟା ଘଟଣା...ମୁଖ୍ୟମନ୍ତ୍ରୀଙ୍କ କନ୍ଧମାଳ ଗସ୍ତକୁ ଜୋରଦାର ବିରୋଧ
+ରୋଗିଣା ଝିଅକୁ କାନ୍ଧରେ ବୋହିଲା ଗରିବ ବାପା
+ରତ୍ନଭଣ୍ଡାରକୁ ରାଜ୍ୟ ସରକାରଙ୍କ କାହିଁକି ଡର?
+ପଞ୍ଜାବ ପଠାନକୋଟରେ ବିସ୍ଫୋରଣ
+ଆଜି ଉଡାନ୍ ଦିବସ…ଦେଶର ଶ୍ରେଷ୍ଠ ଉଡାନ୍ ଏୟାରପୋର୍ଟରେ ଝାରସୁଗୁଡା
+ଖୋର୍ଦ୍ଧା ଜଙ୍କିଆ ଥାନା ଗୟାବନ୍ଧ ଗାଁ ନିକଟରେ ଅଘଟଣ
#MamitaMurderCase #sickdaughter #Balangir #treatment #Ratnabhandar #Punjab #Jharsuguda #Khordha #elephantattack #Odisha #ArgusNews