Headlines @ 4 Pm | 11 April 2022 | Argus News
+ ଢ଼େଙ୍କାନାଳରେ ପୌରାଧ୍ୟକ୍ଷଙ୍କ ଘରକୁ ବୋମାମାଡ଼ ଘଟଣା
+ ବାଲେଶ୍ବର ସୋର ଥାନା ଦହିପୁର ଛକରେ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟ୍
+ ଜେଏନୟୁରେ ଦୁଇଗୋଷ୍ଠୀ ଛାତ୍ରଛାତ୍ରୀ ଗଣ୍ଡଗୋଳ ପଛରେ ବାମପନ୍ଥୀ ନେତାଙ୍କ ଷଡଯନ୍ତ୍ର
+ ବରୀରେ ଚାଞ୍ଚଲ୍ୟ...ମାଟି ଅତଳ ଗର୍ଭରୁ ଖୋଲିଲା ରହସ୍ୟର ପେଡି
#Headlines #Odisha #ArgusNews