Headlines 6 PM
+ କମିଶନରେଟ ପୋଲିସ ହାତରେ ଧରା ପଡ଼ିଲେ ବଡ଼ ଧରଣର ସାଇବର ଠକ ଗ୍ୟାଙ୍ଗ୍
+ ପୋଲିସ କବଜାରେ ରସିକିଆ ବିଲଡର
+ ଆଉ ରହିବନି ଅକ୍ସିଜେନର ଅଭାବ
+ ଶିକ୍ଷାର ଏନ୍ତୁଡ଼ିଶାଳରେ ଅଧ୍ୟାପକଙ୍କ ଅଭାବ
+ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ଲୋକାର୍ପିତ ହେଲା ଇ- ଲେକ୍ଚର ପୋର୍ଟାଲ
+ କଟକ ସହରରେ ଡରାଉଛି ଡେଙ୍ଗୁ
+ ରାଜ୍ୟର ପ୍ରଥମ କମ୍ୟୁନିଟି ରେଡିଓ ହରାଇବାକୁ ବସିଛି ନିଜର ଅସ୍ଥିତ୍ଵ
#ArgusNews #Odisha #ArgusNewsTV #Headlines6PM