|| HEADLINES 7 PM ||
- ଟିକାକରଣ ନେଇ ସଂଶୋଧିତ ଗାଇଡ୍ ଲାଇନ ଜାରି କଲା କେନ୍ଦ୍ର...
- ଭିଜିଲାନ୍ସ ମହାନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ କରାଗଲା ଏୟାର ଲିଫ୍ଟ...
- ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କଲେ 26 କୋଟିର କୋଭିଡ ସହାୟତା...
- ସ୍ବଚ୍ଛ ଇନ୍ଧନ ଦିଗରେ ଆଉ ଏକ ବଡ ପଦକ୍ଷେପ...
- ୟଶ ପ୍ରଭାବରେ କେତେ ହୋଇଛି କ୍ଷୟକ୍ଷତି...
- ଧଳା ଜହର ଜାଲରେ ଓଡ଼ିଶା...
- ଗ୍ଲୋବାଲ୍ ଟେଣ୍ଡର କନଫ୍ୟୁଜନ୍...
- କୋମାରେ ରାଜ୍ୟର ଏକମାତ୍ର ମେଡିସିନ୍ ପ୍ରସ୍ତୁତକାରୀ ସଂସ୍ଥା ODCL...
- ଜରାନିବାସ ନା ମୃତ୍ୟୁର ଘର...
#ArgusNews #ArgusNewsTv #Odisha #Headlines