|| Headlines 8am ||
- ମୋଦୀ ସରକାରଙ୍କ ଦ୍ଵିତୀୟ ପାଳିରେ ପ୍ରଥମ କ୍ୟାବିନେଟ୍ ସଂପ୍ରସାରଣ
- ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ରଙ୍କ ସହ ତିନି ଓଡିଆ
- ଦେଶରେ ମିନିଷ୍ଟ୍ରି ଅଫ୍ କୋଅପରେସନ ନୂଆ ମନ୍ତ୍ରାଳୟ
- ପୁଣି ମୋଦି ମନ୍ତ୍ରିମଣ୍ଡଳରେ ମହିଳାଙ୍କୁ ଗୁରୁଦାୟିତ୍ବ
- କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ଆଜି ବସିବ କ୍ୟାବିନେଟ ବୈଠକ
- ହ୍ବାଟସ୍ଆପ୍ରେ ସବମିଟ୍ ହେବ ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର
- କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା
#ArgusNews #ArgusNewsTV#Odisha #Headlines