TOP HEADLINES 9AM
+ ଓଡ଼ିଶାରେ କମୁନି କରୋନା ମୃତ୍ୟୁ
+ ଆମ୍ଭୁଲାନ୍ସରେ ଧଳାଜହର
+ ଭିଜିଲାନ୍ସ ଜାଲରେ ନୂଆପଡ଼ା ଜିଲ୍ଲାମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ
+ ଜାଭଲିନ ଥ୍ରୋରେ ଦେଶ ପାଇଁ ସୁନା ଆଣିଲେ ନିରଜ
+ ଟୋକିଓରେ ଇତିହାସ ରଚିଲା ଭାରତ
+ ଭୁବନେଶ୍ବରରେ ଡେଙ୍ଗୁ ଭୟ
+ ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ନୀତି
+ ରୋମାଞ୍ଚକର ସ୍ଥିତିରେ ଭାରତ-ଇଂଲଣ୍ଡ ଟେଷ୍ଟ
#ArgusNews #Odisha #Headlines