ହାଡ଼ ପ୍ରସଙ୍ଗରେ ଆଜି ବି ହଡବଡେଇଲେ ବୋଥ୍ରା... ନୟାଗଡ ଏସପିଙ୍କ ପାରିବାପଣିଆକୁ ନେଇ ପ୍ରଶ୍ନ କରିବାରୁ କହିଲେ, ସେ ଆମ ଲୋକ... ଏସଆଇଟି ମୁଖିଆଙ୍କୁ କୁନିଝିଅର ମାଆ ସୌଦାମୀନିଙ୍କ ପ୍ରଶ୍ନ, କୁଆଡେ ଗଲା ବାକି ହାଡ... ପରୀ ହତ୍ୟା ମାମଲାରେ ଏସଆଇଟିକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ.... ଜାନୁୟାରୀ 12 ସୁଦ୍ଧା ଚାର୍ଜସିଟ ଦେବାକୁ କୋର୍ଟ ଦେଲେ ନିର୍ଦ୍ଦେଶ.... ଏପଟେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ଆଇନଜୀବୀ, କହିଲେ ଗପ ଶୁଣାଉଛନ୍ତି ଏସଆଇଟି ମୁଖ୍ୟ..... 5ଲକ୍ଷ ପରେ ଚାକିରି ଥୋପ....ଅଭିଯୁକ୍ତଙ୍କ ଭଉଣୀ ଆଣିଲେ ସାଂଘାତିକ ଅଭିଯୋଗ, କହିଲେ ଦୋଷ ମୁଣ୍ଡାଇବାକୁ ଭାଇକୁ କରାଯାଉଛି ବାଧ୍ୟ.... ବୋଥ୍ରା କହିଲେ ଅପରାଧ ସମ୍ପର୍କରେ ସବୁ ଜାଣିଥିଲେ ସରୋଜର ପରିବାର... ସେପଟେ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏଟ କଲା ଏସଆଇଟି...