|| HEADLINES 7AM ||
- ଗୋଳନ୍ଥରା ଥାନାରେ ଯୁବକଙ୍କ ଆତ୍ମହତ୍ୟା...
- ଥମୁନି କୋଭିଡ୍ ଅବ୍ୟବସ୍ଥା...ସୁନ୍ଦରଗଡରେ ରୋଗୀ ମୃତ୍ୟୁର 12 ଦିନ ପରେ ବି ଜଣାଇଲାନି ହସ୍ପିଟାଲ...
- କଟକରେ କୋରୋନା ମୃତ୍ୟୁ ନେଇ ସଂଖ୍ୟାର ଖେଳ...
- ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଟିକାକାରଣର ଆଜି ଦ୍ୱିତୀୟ ଦିନ...
- ବେଙ୍ଗଲରେ ଜିତିବା ପରେ ପୁଣି ଟିଏମସି ରକ୍ତମୁଖା...
- ଅସହ୍ୟ ଗ୍ରୀଷ୍ମ ତାତିରୁ ତ୍ରାହି...ଆସନ୍ତା 5 ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖି...
#ArgusNews #Odisha #Headlines