ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟର ସାରା ଟେଲର ଏକ ଖୁସିଖବର ଫଟୋ ପୋଷ୍ଟ କରି ଶେୟାର କରିଛନ୍ତି। ସୋସିଆଲ ମିଡିଆରେ ସେ ତାଙ୍କ ସାଥୀ ଡାଏନାଙ୍କ ସହ ଏକ ଫଟୋ ପୋଷ୍ଟ ଶେୟାର କରିଛନ୍ତି। ଫଟୋରେ ସେ ଡାଏନାଙ୍କ ପ୍ରେଗନେନ୍ସି ପରୀକ୍ଷାକୁ ପଜିଟିଭ ଥିବା କହିଛନ୍ତି।
#england #Womencricketer #SarahTaylor #pregnent #ArgusNews