ଭାରତ-ଚୀନ୍ କଟନୈତିକ ଯୁଦ୍ଧରେ ଚିତ୍ ହୋଇଛି ଚୀନ୍ । ନୀତିଗତ ବିଜୟ ହାସଲ କରିଛି ଭାରତ । ଶ୍ରୀଲଙ୍କା ହମ୍ବନଟୋଟା ବନ୍ଦରରେ ଚୀନ୍ ଜାହାଜ ପ୍ରବେଶ ଅନୁମତିକୁ ନେଇ ଭାରତ ଓ ଚୀନ ମଧ୍ୟରେ ଚାଲିଥିବା କଟନୈତିକ ଯୁଦ୍ଧ ଏକରକମ ସମାପ୍ତ ହୋଇଛି କହିଲେ ଠିକ ହେବ । ଭାରତ ଆପତ୍ତି ପରେ ଶ୍ରୀଲଙ୍କା ଏହି ଜାହାଜକୁ ହମ୍ବନଟୋଟା ଯିବାକୁ ଅନୁମତି ଦେଇନାହିଁ ।
#SriLanka #china #ship #Odisha #ArgusNews