ଛତିଶଗଡ଼ରେ ପୋଲିସକୁ ସଫଳତା । ୨ଟି ଭିନ୍ନ ଏନକାଉଣ୍ଟରରେ ୫ ମାଓବାଦୀ ନିପାତ । ତେଲେଙ୍ଗାନା ସୀମାବର୍ତ୍ତୀ ବିଜାପୁର ଜିଲ୍ଲା ଇଲମିଡି ଓ ଉସୁର ଜଙ୍ଗଲରେ ମାଓବାଦୀଙ୍କ ଶିବିର ଚାଲିଥିବା ନେଇ ଖବର ମିଳିବା ପରେ ଆଜି ଅପରେସନ ଆରମ୍ଭ ହୋଇଥିଲା ।
#Chhattisgarh #encounter #operationslaunch #Maoistcamp #Elmidi #Usurforest #Bijapur #Telanganaborder #Odihsa #ArgusNews