3-4 ବର୍ଷର କଅଁଳ ଝିଅଟି । ଗୋଟିଏ ଗୋଡ଼ ନାହିଁ । ପ୍ରୋସ୍ଥେଟିକେ ଲେଗ୍ ବା କୃତ୍ରିମ ଗୋଡ଼ ସାହାଯ୍ୟରେ ଉପରକୁ ଚଢ଼ିବାକୁ ଉଦ୍ୟମ କରୁଛି । କିନ୍ତୁ କଅଁଳ ପାଦ ବାରମ୍ବାର ଖସିଯାଉଛି । ଲାଗୁଛି ସେ କଦାପି ଉପରେ ପହଞ୍ଚି ପାରିବ ନାହିଁ । କିନ୍ତୁ ଆଣ୍ଟୋନେଲା ଆଦୌ ହାର ମାନିବାକୁ ପ୍ରସ୍ତୁତ ନୁହେଁ ।
#ArgusNews #ArgusTv #National #LittleGirl #Success #Determination