ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ କାର୍ଯ୍ୟକ୍ରମ । ହ୍ବାଇଟ୍ ହାଉସ୍ ପକ୍ଷରୁ ବୈଠକର ଆନୁଷ୍ଠାନିକ ସୂଚି ପ୍ରକାଶ କରାଯାଇଛି । ଆସନ୍ତା ୨୪ ସେପ୍ଟେମ୍ବରରେ ମୋଦି-ବାଇଡେନ୍ଙ୍କ ଭେଟଘାଟ ହେବ । ଦୁଇ ପ୍ରମୁଖ ଗଣତାନ୍ତ୍ରିକ ଦେଶର ନେତାଙ୍କ ସାକ୍ଷାତ ଉପରେ ସାରା ବିଶ୍ବର ନଜର ରହିଛି ।
#PrimeMinister #NarendraModi #Visit #unitedstates #WhiteHouse #meeting #National #ArgusNews