#ବଢିଲା_ଚୀନର_ଚିନ୍ତା
ପୂର୍ବ ଏସିଆର କ୍ଷୁଦ୍ର ଦ୍ବୀପ ରାଷ୍ଟ୍ର ତାଇଓ୍ବାନକୁ ଚୀନ ବଳପୂର୍ବକ ଅଧିକାର କରିନେବାର ଆଶଙ୍କା ଦିନକୁ ଦିନ ବଢିଚାଲିଛି । ବାରମ୍ବାର ଚୀନର ଲଢୁଆ ବିମାନ ତାଇଓ୍ବାନର ବାୟୁସୀମାର ଅନୁପ୍ରବେଶ କରିଚାଲିଛି । ଏଣୁ ତାଇଓ୍ବାନର ସୁରକ୍ଷା ପାଇଁ ଆମେରିକା ଏହି କ୍ଷୁଦ୍ର ଦେଶକୁ ଶକ୍ତିଶାଳୀ ପାଟ୍ରିଅଟ୍ ଏୟାର ଡିଫେନ୍ସ ସିଷ୍ଟମ ବିକ୍ରି କରିବାକୁ ଘୋଷଣା କରିଛି ।
#China #Taiwantussle #Chinaconcern #EastAsia #UnitedStates #ArgusNews