#ବଢିଲା_ପାକିସ୍ତାନର_ଅଡୁଆ
ଦେଶର ଦେବାଳିଆ ଆର୍ଥିକ ସ୍ଥିତି, ଅନିୟନ୍ତ୍ରିତ ଦରଦାମ ଭଳି ବିଭିନ୍ନ ଘରୋଇ ସମସ୍ୟାରେ ଛନ୍ଦି ହୋଇ ପଡିଥିବା ପାକିସ୍ତାନର ଇମରାନ ସରକାର ପାଇଁ ଏକ ନୂଆ ଅଡୁଆ ଦେଖା ଦେଇଛି । ଆଫଗାନିସ୍ତାନରେ ତାଲିବାନର ଅଧିକାର ହେବା ପରେ ପାକିସ୍ତାନରେ କାମ କରୁଥିବା ତାଲିବାନର ଶାଖା ତେହେରିକ-ଏ- ତାଲିବାନ ପାକିସ୍ତାନରେ ପୁଣି ଥରେ ଆକ୍ରମଣ କରିବ ବୋଲି ଖୋଲାଖୋଲି ଭାବେ ଧମକ ଦେଇଛି ।
#Pakistan #ImranGovernment #domesticproblems #uncontrolledprices #Afghanistan #ATTACK #Odisha #ArgusNews