#ନିଶାରେ_ଚୁର୍_ମଦୁଆ_ବର
#ଟଳମଳ_ହେଉଛି_ପାଦ_ଥରୁଛି_ହାତ
ପାଦ ଟଳ ମଳ ମଦ ନିଶାରେ । ତଥାପି ସାଜିଛନ୍ତି ବର ବେଶ । ବରଣ ମାଳା ଧରି ହାଜର ବାହା ବେଦୀରେ । ବାବୁ ଠିକସେ ଠିଆ ହୋଇ ପାରୁ ନାହାନ୍ତି । ମଦ ନିଶାରେ ମୁଣ୍ଡ ଗୋଲ ହୋଇ ସାରିଥିବା ବରଙ୍କ ଆଖି ଫିଟିବା ମୁଷ୍କିଲ । ଆଖି ଆଗରେ ଠିଆ ହୋଇଥିବା ଭାବି ପତ୍ନୀଙ୍କୁ ଖୋଜି ପାରିଲେନି । ନିଶା ଜୁଆରରେ ଭାସି ଯାଇ ମାତାଲ ବର ବରମାଳା ପକାଇ ଦେଲା ଶାଳିର ବେକରେ । ଆଉ ତା ପରେ ଯାହା ଘଟିଲା ଆପଣଙ୍କ ଆଖି ସାମ୍ନାରେ ।
#Bihar #drunkgroom #wedding #Odisha #ArgusNews