ଭାରତ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି । ସେ ସେଠାରେ ମିଳିତ ଜାତିସଂଘ ସାଧାରଣ ସଭାର ବୈଠକରେ ଭାଗ ନେବେ । ଜୟଶଙ୍କର ସେଠାରେ ପହଂଚିବା ପରେ ଭାରତୀୟ ମାନଙ୍କୁ ଆଫଗାନିସ୍ତାନରୁ ଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଚଳା ଯାଇଥିବା ଅପରେସନ ଦେବୀ ଶକ୍ତିର କିଛି ସ୍ମୃତିକୁ ଶେୟାର କରିଛନ୍ତି ।
#america #SJaishankar #MinisterofExternalAffairsofIndia #ArgusNews