ଶାରଦୀୟ ଦୂର୍ଗା ପୁଜା ପାଇଁ କୋଲକାତା ସହର ଉତ୍ସବମୁଖର ହୋଇ ସାରିଲାଣି । ମା’ ଦୁର୍ଗାଙ୍କ ଆଗମନ ପାଇଁ କୋଲକାତାରେ ପ୍ରସ୍ତୁତି ଜୋରଦାର ହୋଇଛି। ତେବେ କୋଲକାତାରେ ଏଥର ଶ୍ରୀଭୂମି ଦୁର୍ଗାପୁଜା ପେଣ୍ଡାଲକୁ ନେଇ ବିବାଦ ଦେଖା ଦେଇଛି । ଏହି ବିବାଦର କାରଣ ହେଲା ଯେ ଏହି ମେଢଟି ଭ୍ୟାଟିକାନ ସିଟିର ଥିମ ଉପରେ ତିଆରି କରାଯାଇଛି । ଏହାର ଫଟୋ ସୋସିଆଲ ମିଡିଆରେ ସାମନାକୁ ଆସିଛି ।
#westbengal #durgapuja #festival #ArgusNews