#ଶ୍ରୀଲଙ୍କାରେ_ଉତ୍କଟ_ହେଲାଣି_ଖାଦ୍ୟ_ଅଭାବ
ଭୟାନକ ଆର୍ଥିକ ଦୂରାବସ୍ଥା ଭୋଗୁଛି ଶ୍ରୀଲଙ୍କା । ନିଜ ପିଲା ମାନଙ୍କୁ ଲୋକେ ତିନି ଓଳି ଖାଇବାକୁ ଦେଇ ପାରୁ ନାହାନ୍ତି ବାପା ମା’ । ଜଳଖିଆ ପାଇଁ ବି ଅଣ୍ଟିରେ ଟଙ୍କା ନାହିଁ । ତେଣୁ ବାପା ମା ଜୋର ଜବରଦସ୍ତି ପିଲାମାନଙ୍କୁ ସୁଆଇ ରଖୁଛନ୍ତି ଦିନ ଦିପହର ଯାଏ । ଭାରତରେ ଯେଉଁ ବିସ୍କୁଟ ପ୍ୟାକେଟର ଦାମ ୩୦ ଟଙ୍କା, ତାହାକୁ ଶ୍ରୀଲଙ୍କାରେ କିଣିବାକୁ ପଡୁଛି ୧୩୦ ଶ୍ରୀଲଙ୍କା ମୁଦ୍ରାରେ ।
#SriLanka #TroubledEconomies #foodprice #Odisha #ArgusNews