#ସୀମା_ବିବାଦର_ସମାଧାନ_ଚାହୁଁନି_ସାମ୍ରାଜ୍ୟବାଦୀ_ଚୀନ୍
ଶେଷକୁ ବିଫଳ ହେଲା ଭାରତ-ଚୀନ୍ ୧୩ତମ କମାଣ୍ଡର ସ୍ତରୀୟ ବୈଠକ । ପୂର୍ବରୁ ୧୨ ଥର ଏହିପରି ବୈଠକ ହୋଇ ସାରିଥିଲେ ମଧ୍ୟ ବିସ୍ତାରବାଦୀ ଚୀନ୍ ଜିଦ୍ ଯୋଗୁଁ ସୀମା ବାବଦରେ ସୃଷ୍ଟି ହେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନି ।
#China #india #borderproblem #metting #Odisha #ArgusNews