ଅଗଷ୍ଟରେ ନିଅଣ୍ଟିଆ ବର୍ଷା ଚାଷୀଙ୍କୁ ହତାଶ କରିଛି । ସେପ୍ଟେମ୍ବର ପ୍ରଥମ ସପ୍ତାହ ରେ ଓଡିଶାକୁ ଆସୁଛି ଏକ ଲଘୁଚାପ । ଆସନ୍ତା 6 ତାରିଖରେ ଉତ୍ତର ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏ ନେଇ ଭାରତୀୟ ପାଣିପାଗ ବିଭଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି
#Delhi #IMD #MrutyunjayaMohapatra #Weather #Lowpressure #Odisha #ArgusNews